Download Lagu Mantu Chhuria, Aseema Panda, Sakti Prasad Mishra - Prema Mayuri

Prema Mayuri
ArtisMantu Chhuria, Aseema Panda, Sakti Prasad Mishra
AlbumChandra Nandini
Dilihat19K
Tanggal Rilis9 Juli 2024
Durasi4:27

Unduh lagu favoritmu dari Mantu Chhuria, Aseema Panda, Sakti Prasad Mishra berjudul Prema Mayuri hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.

Lirik Prema Mayuri

କଉ କାହାଣୀର ତୁ କୁହୁକ ରାଣୀ?
ଲଗେଇ ଦଉଚୁ ଏତେ ପ୍ରେମ୍ ମହନି, ପ୍ରେମ୍ ମହନି
ହେ, ନଜରରେ ଏମିତି କଥା କହୁଛୁ
କେମିତି ଝିଅ ହାଏ ବୁଝି ହଉନି, ବୁଝି ହଉନି

ହଁ, ନା ରେ ପୁଅ ତୁ ଫୁଟାଣି ଏତେ
ତୋ ପରି ରସିକିଆ ଦେଖିଛି କେତେ
ହେଲେ କାହା ହାତରେ ମୁଁ ଦେବିନି ଧରା
ଲାଭ ନାହିଁ ମତେ କହିଲେ ଯେତେ

କେବେ କହ ଆସି ପାଖେ ମୋର ବସି
କହିବୁ ମୁଁ ତତେ ଭଲ ପାଉଛି

ମୋ ଲାଜବତୀ, ଓ, ଲାଜବତୀ
ତୋ ଲାଜ ମନ କିଣି ନଉଛି
ତୁ ରୂପବତୀ ଲୋ ରୂପବତୀ
ତୋ ରୂପ ଜ୍ବାଳା ଜାଳି ଦଉଛି

ମୁଁ ଲାଜବତୀ, ମୁଁ ଲାଜବତୀ
ଲାଜେ ଲାଜେ ମରି ଯାଉଛି
ମୁଁ ରୂପବତୀ, ମୁଁ ରୂପବତୀ
ତୋ ପ୍ରେମ ମତେ ସାରି ଦଉଛି
ଥରେ କହିଲେ ବଜେଇ ଦେବି
ଘର ଆଗରେ ତୋ ଯାଇ ଯୋଡି ମହୁରୀ, ଯୋଡି ମହୁରୀ
ଆଉ ଏତେ ରେ ମଣୀ ପଢାନି ପାଠ
ସିଧା ସାଧା ନୁହେଁ ମୁଁ ଭାରି ନଖରି, ଭାରି ନଖରି

ଜାଣିଛି ତୁ ଦିନେ ରାଜି ହବୁ ବୋଲି
ସେଥିପାଇଁ ତୋର ବାଟ ଚାହିଁଛି

ମୋ ଲାଜବତୀ, ଓ, ଲାଜବତୀ
ତୋ ଲାଜ ମନ କିଣି ନଉଛି
ତୁ ରୂପବତୀ ଲୋ ରୂପବତୀ
ତୋ ରୂପ ଜ୍ବାଳା ଜାଳି ଦଉଛି

ମୁଁ ଲାଜବତୀ, ମୁଁ ଲାଜବତୀ
ଲାଜେ ଲାଜେ ମରି ଯାଉଛି
ମୁଁ ରୂପବତୀ, ମୁଁ ରୂପବତୀ
ତୋ ପ୍ରେମ ମତେ ସାରି ଦଉଛି
ଆରେ ମହଙ୍ଗା ମୋ ପ୍ରେମର ମୂଲ
ସହଜରେ ପାଇବିନି କାହାକୁ ଭଲ, କାହାକୁ ଭଲ
ମୁଁ ଟୋକା ଏମିତି ହାରେନା ଜମା
ପଟେଇବି ତତେ ରେ, କେବେ ନା କେବେ, କେବେ ନା କେବେ

ଏତେ ଆଉ ଧନ ବଳା ନାହିଁ ମନ
ସହଜେ କେ ତତେ ଧରା ଦଉଛି

ମୁଁ ଲାଜବତୀ, ମୁଁ ଲାଜବତୀ
ଲାଜେ ଲାଜେ ମରି ଯାଉଛି
ମୁଁ ରୂପବତୀ, ମୁଁ ରୂପବତୀ
ତୋ ପ୍ରେମ ମତେ ସାରି ଦଉଛି

ଓ, ଲାଜବତୀ, ଓ, ଲାଜବତୀ
ତୋ ଲାଜ ମନ କିଣି ନଉଛି
ତୁ ରୂପବତୀ ଲୋ ରୂପବତୀ
ତୋ ରୂପ ଜ୍ବାଳା ଜାଳି ଦଉଛି

ଜାଳି ଦଉଛି ରେ

Download lagu Mantu Chhuria, Aseema Panda, Sakti Prasad Mishra - Prema Mayuri (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.

Bagikan lagu ini:

Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.

Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.

Sebaliknya, jika kamu menyukai lagu Mantu Chhuria, Aseema Panda, Sakti Prasad MishraPrema Mayuri, kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Mantu Chhuria, Aseema Panda, Sakti Prasad Mishra dengan menonton konser, subscribe channel YouTube resminya, serta mengikuti akun media sosialnya.

Anda Mungkin Tertarik