Artis | Mantu Chhuria, Aseema Panda, Sakti Prasad Mishra & Prabir Kumar Samal |
---|---|
Album | Kalabati |
Dilihat | 6.6K |
Tanggal Rilis | 13 Juni 2022 |
Durasi | 4:20 |
Unduh lagu favoritmu dari Mantu Chhuria, Aseema Panda, Sakti Prasad Mishra & Prabir Kumar Samal berjudul Sukumari hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.
ସୁକୁମାରି, ହାଏ-ହାଏ, ସୁକୁମାରି ସୁକୁମାରି, ତୁ ମୋ ସୁନା-ଶାରୀ ଆଲୋ ମୋ ସୁନା-ଶାରୀ, ଧରାଦବୁ କେବେ ଲୋ ଗୋରୀ? ତୋପାଇଁ ଖୋଲା ରଖିଛି ମୁଁ ପ୍ରେମ-ପଞ୍ଜୁରୀ ସୁକୁମାରି, ହାଏ-ହାଏ, ସୁକୁମାରି ସୁକୁମାରି, ତୁ ମୋ ସୁନା-ଶାରୀ ତାନା-ନାନା, ନାନା-ନାନା-ନା-ନା-ନାନା ତାନା-ନାନା, ତାନା-ନାନା-ନାନା-ନା-ନା-ନା ଆରେ ମୋ ଯାଯାବର, ମୁଁ ତୋ ନୂଆ ଶିକାର ତୋପାଇଁ ଦର-ଆଉଜା ମୋ ମନ-ଦୁଆର ସୁକୁମାର, ହାଏ-ହାଏ, ସୁକୁମାର ସୁକୁମାର, ତୁ ମୋ ଯାଯାବର ତାନା-ନାନା, ନାନା-ନାନା-ନା-ନା-ନାନା ତାନା-ନାନା, ନାନା-ନାନା-ନାନା-ନା-ନା-ନା ଜହ୍ନ ରାଇଜର ବଇନା ଦେଇଛି, ତାରା ମୁଁ ଆଣିବି କିଣି ଦେହସାରା ତୋର ଖଞ୍ଜିଦେବି ଗୋରୀ, ଲାଗିବୁ ତୁ ପାଟରାଣୀ, ହାଁ ରାଜ ଉଆସରେ ଲୋଭ ନାହିଁ ମୋର, ବାହୁରେ ତୋ ଅଛି ଖୁସି ସେଇଠି ମୋ ପାଇଁ ସରଗର ତାରା ନୀଇତି ପଡନ୍ତି ଖସି ଆଲୋ ମୋ ସୁନା-ଶାରୀ, ଝିଅଟେ ଲୋ ଭାରି ନଖରୀ ତୋପାଇଁ ସାତ ଦରିଆ ମୁଁ ଯିବି ପହଁରି, ଲୋ ସୁକୁମାରି, ହାଏ-ହାଏ, ସୁକୁମାରି ସୁକୁମାରି, ତୁ ମୋ ସୁନା-ଶାରୀ ତାନା-ନାନା, ନାନା-ନାନା-ନା-ନା-ନାନା ତାନା-ନାନା, ତାନା-ନାନା-ନାନା-ନା-ନା-ନା ତାନା-ନାନା, ନାନା-ନାନା-ନା-ନା-ନାନା ତାନା-ନାନା, ନାନା-ନାନା-ନାନା-ନା-ନା-ନା ସଞ୍ଜରେ ସାଜିବି ସାଧବ-ବୋହୁ ମୁଁ, ସପନରେ ଦେବି ଦେଖା ତୋ ମୋ ଭିତରେ କିଛି ତ ଘଟିବ, କହୁଛି ପାପୁଲି-ରେଖା ହାଁ, ଚଗଲା ମନକୁ ସମ୍ଭାଳି ରଖିବି, କେତେ ଦିନ ରଙ୍ଗବତୀ? ଭାବୁଛି ଏଥର शामियाना ବାନ୍ଧି ତୋ ଗାଁରେ କାଟିବି ରାତି ଆରେ ମୋ ଯାଯାବର, କରନାହିଁ ମୋ फ़िकर ତୋ ନାଁରେ ଲେଖିଦେଇଛି ମୋ ବାକି सफ़र ସୁକୁମାର, ହାଏ-ହାଏ, ସୁକୁମାର ସୁକୁମାର, ତୁ ମୋ ଯାଯାବର ସୁକୁମାରି, ହାଏ-ହାଏ, ସୁକୁମାରି ସୁକୁମାରି, ତୁ ମୋ ସୁନା-ଶାରୀ ତାନା-ନାନା, ନାନା-ନାନା-ନା-ନା-ନାନା ତାନା-ନାନା, ନାନା-ନାନା-ନାନା-ନା-ନା-ନା ତାନା-ନାନା (ସୁକୁମାରି), ନାନା-ନାନା-ନା-ନା-ନାନା ତାନା-ନାନା, ତାନା-ନାନା-ନାନା-ନା-ନା-ନା (ମୋ ସୁକୁମାରି)
Download lagu Mantu Chhuria, Aseema Panda, Sakti Prasad Mishra & Prabir Kumar Samal - Sukumari (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.
Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.
Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.
Sebaliknya, jika kamu menyukai lagu Mantu Chhuria, Aseema Panda, Sakti Prasad Mishra & Prabir Kumar Samal – Sukumari, kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Mantu Chhuria, Aseema Panda, Sakti Prasad Mishra & Prabir Kumar Samal dengan menonton konser, subscribe channel YouTube resminya, serta mengikuti akun media sosialnya.