Artis | Human Sagar, Aseema Panda |
---|---|
Album | Ashiq Surrender Hela (Original Motion Picture Soundtrack) |
Dilihat | 11M |
Tanggal Rilis | 17 November 2023 |
Durasi | 3:24 |
Unduh lagu favoritmu dari Human Sagar, Aseema Panda berjudul Jibanathu Tu | Movie Song | Ashiq Surrender Hela | Jaya | Sambhav | Prem Anand | Humane | Diptirekha hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.
ଚାଲୁନି ଆଜି ମୁଁ, ଚାଲେ ବାଟ ଦୁନିଆଁ ଲାଗୁଚି ମତେ ଛୋଟ ଖୋଲିନି ଆଜି ମୁଁ ମୋର ଓଠ କିଏ ସେ କେଜାଣି ଗାଏ ଗୀତ ଆକାଶଟା ମାଟି ସାଥେ ମିଶେ ଯଉଠି ମନ ମୋର ହଜିଗଲା ସେଇଠି ସପନକୁ ଆଖି ବସି ଗଢ଼େ ଯଉଠି ନିଦ ମୋର ହଜିଗଲା ସେଇଠି ଏମିତି ହେଲା ମୋ ଜୀବନେ ପ୍ରଥମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ କିଏ ଦେଲା ମତେ ଛୁଇଁ? ନିଜ ଭିତରେ ମୁଁ ନାହିଁ ସବୁକିଛି ଲାଗିଲା ମତେ ଭଲ ଜାଣି ପାରିଲେନି କେହି ଏତେ ରଙ୍ଗ ବୋଳି ହେଇ କେତେବେଳେ ଫୁଟିଲା ଏଇ ଫୁଲ ଫଗୁଣଟା ଫୁଲ ସାଥେ ଗପେ ଯଉଠି ଗପ ବସି ଲେଖିଲି ମୁଁ ସେଇଠି ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି ପାଦ ମୋର ନାଚିଯାଏ ସେଇଠି ଏମିତି ହେଲା ମୋ ଜୀବନେ ପ୍ରଥମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ ନିଜ ନାଁ ମୋର କାହିଁ ମନେ ଆଜି ପଡୁନାହିଁ? କେହି ଯଦି ପଚାରେ ରହେ ତୁନି ଭାବେ ସିନା ଗୋଟେ କଥା, କହେ ଆଉ ଗୋଟେ କଥା କଲା ଏଇ ହୃଦୟ ବେଇମାନି ହୃଦୟଟା ଛାତି ତଳେ ଥାଏ ଯଉଠି ଲୁଚେଇଲି ତତେ ନେଇ ସେଇଠି ଭାବନାଟା ହେଇଯାଏ ସତ ଯଉଠି ମତେ ଖୋଜି ପାଇଲି ମୁଁ ସେଇଠି ଏମିତି ହେଲା ମୋ ଜୀବନେ ପ୍ରଥମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ କହିଦେ, କହିଦେ, ହେଲା କି ପ୍ରେମ
Download lagu Human Sagar, Aseema Panda - Jibanathu Tu | Movie Song | Ashiq Surrender Hela | Jaya | Sambhav | Prem Anand | Humane | Diptirekha (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.
Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.
Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.
Sebaliknya, jika kamu menyukai lagu Human Sagar, Aseema Panda – Jibanathu Tu | Movie Song | Ashiq Surrender Hela | Jaya | Sambhav | Prem Anand | Humane | Diptirekha, kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Human Sagar, Aseema Panda dengan menonton konser, subscribe channel YouTube resminya, serta mengikuti akun media sosialnya.