Download Lagu Manoj Kumar Panda, Human Sagar, & Ashish Pradhan - Chiring Chiring (From "Karma")

Chiring Chiring (From "Karma")
ArtisManoj Kumar Panda, Human Sagar, & Ashish Pradhan
AlbumChiring Chiring (From "Karma")
Dilihat2.7M
Tanggal Rilis23 Agustus 2024
Durasi4:33

Unduh lagu favoritmu dari Manoj Kumar Panda, Human Sagar, & Ashish Pradhan berjudul Chiring Chiring (From "Karma") hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.

Lirik Chiring Chiring (From "Karma")

ନାଚିବୁ ଆଜି ଆମେ, ଦେଖିବ ମଜା
ଥରିବ ମାଟି ଆଉ ଭାଙ୍ଗିବ ତାଜା
ଆଜିକ ରାତି ପାଇଁ ଆମେ ରେ ରାଜା
ଦୁଲୁକେଇକି ତେଲିଙ୍ଗି ବାଇଦ ବଜା

ରୋଳା ହବ, ଦବୁ ନାହିଁ ଜମାରୁ ଢ଼ିଲା
ଦେଶୀ ବିଦେଶୀ ରସ ଉଡ଼ିଲା
ମୁଣ୍ଡ ହାଉଲେ ହାଉଲେ ଝିମେଇଦେଲ
ହଁ ଏବେ, ଏଇ ଏବେ ଧରିଲା

ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା

ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା

(ବାବୁଲା ବାରବୁଲା, ବାବୁଲା ବାରବୁଲା)
(ବାବୁଲା ବାରବୁଲା, ଏ, ଏ, ଏ, ଏ, ବାବୁଲା)
(ବାବୁଲା ବାରବୁଲା, ବାବୁଲା ବାରବୁଲା)
(ବାବୁଲା ବାରବୁଲା, ଏ, ଏ, ଏ)

କଲବଲ, କାହିଁକି କଲବଲ?
ଭୁଲ ଭୁଲ, ମନରୁ ସବୁ ଭୁଲ
ନାଚ ଗୀତରେ ମାତିକି ସବୁ ଝୁଲ

ଚାଲ ଚାଲ, କରମ କରି ଚାଲ
ଭଲ ଭଲ, ସବୁ ତ ହବ ଭଲ
ମଜା ମସ୍ତିରେ ଏଇନା ମଜି ଚାଲ

ଖେଳ କସ ଖାଣ୍ଟି ରଡ଼ ଆମରି ପିଲା
ଆଜି ଖଟିଟା ଜବର ହେଲା
ଟୋକା ଝାସରେ area ଦୋହଲିଗଲା
ଏଇ ଏବେ, ଏଇ ଏବେ ବଢ଼ିଲା

ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା

ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା

ନାଚିବୁ ଆଜି ଆମେ, ଦେଖିବ ମଜା
ଥରିବ ମାଟି ଆଉ ଭାଙ୍ଗିବ ତାଜା
ଆଜିକ ରାତି ପାଇଁ ଆମେ ରେ ରାଜା
ଦୁଲୁକେଇକି ତେଲିଙ୍ଗି ବାଇଦ ବଜା

ରୋଳା ହବ, ଦବୁ ନାହିଁ ଜମାରୁ ଢ଼ିଲା
ଦେଶୀ ବିଦେଶୀ ରସ ଉଡ଼ିଲା
ମୁଣ୍ଡ ହାଉଲେ ହାଉଲେ ଝିମେଇଦେଲ
ହଁ ଏବେ, ଏଇ ଏବେ ଘାରିଲା

ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା

ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ନିଶାଟା ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍-ଚିରିଙ୍ଗ୍ ଚଢ଼ିଲା
ପୁରା ତିରିଙ୍ଗ୍-ତିରିଙ୍ଗ୍ ଜମିଲା

Download lagu Manoj Kumar Panda, Human Sagar, & Ashish Pradhan - Chiring Chiring (From "Karma") (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.

Bagikan lagu ini:

Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.

Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.

Sebaliknya, jika kamu menyukai lagu Manoj Kumar Panda, Human Sagar, & Ashish PradhanChiring Chiring (From "Karma"), kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Manoj Kumar Panda, Human Sagar, & Ashish Pradhan dengan menonton konser, subscribe channel YouTube resminya, serta mengikuti akun media sosialnya.

Anda Mungkin Tertarik