Download Lagu Abhijeet Majumdar, Swayam Padhi, Rajnandini Panda - To Pakhare Jannat Moro (From "Biswanath")

To Pakhare Jannat Moro (From "Biswanath")
ArtisAbhijeet Majumdar, Swayam Padhi, Rajnandini Panda
AlbumTo Pakhare Jannat Moro (From "Biswanath")
Dilihat1.5M
Tanggal Rilis8 Mei 2022
Durasi4:32

Unduh lagu favoritmu dari Abhijeet Majumdar, Swayam Padhi, Rajnandini Panda berjudul To Pakhare Jannat Moro (From "Biswanath") hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.

Lirik To Pakhare Jannat Moro (From "Biswanath")

ତୋ ପାଖରେ जन्नत ମୋର
ତୋ ପାଖେ ହିଁ मन्नत ମୋର
ତୋଠୁ ଆରମ୍ଭ, ତୋଠି ଶେଷ, ଗପ ମୋ ପ୍ରେମର

ତୋ ପାଖରେ जन्नत ମୋର
ତୋ ପାଖେ ହିଁ मन्नत ମୋର
ତୋଠୁ ଆରମ୍ଭ, ତୋଠି ଶେଷ, ଗପ ମୋ ପ୍ରେମର

କହେ ଏଇ ମନ ଦବାକୁ ଜୀବନ
ତୋ ପାଇଁ ଓ ସାଥି ଲକ୍ଷେ ଥର

ତୋ ପାଖରେ जन्नत ମୋର
ତୋ ପାଖେ ହିଁ मन्नत ମୋର
ତୋଠୁ ଆରମ୍ଭ, ତୋଠି ଶେଷ, ଗପ ମୋ ପ୍ରେମର
ଭିଜେଇଲା ଯେବେ ତୋର ଛିଟାଛିଟା ପ୍ରେମ ବର୍ଷା
ଜାଣିଗଲି ସପନରେ ଥାଏ ବୋଲି ଏତେ ନିଶା
ହଁ, ସେଇ ସ୍ବପ୍ନ ମୋ ଆଖିରେ ବାନ୍ଧିଦେଲା ଯେବେ ବସା
ବଢିଗଲା ତତେ ଖାଲି ପାଇବାର ଯେତେ ଆଶା

ତୁ ଖାଲି चाहत ମୋର
ତୁହି ଖାଲି राहत ମୋର
ତୁ ମୋର ଛୋଟ ଛୋଟ ଖୁସି ଏଇ ଜୀବନର

କହେ ଏଇ ମନ ତୁ ମୋର ସ୍ପନ୍ଦନ
ସାଜିଲୁ କାରଣ ଜିଇଁବାର

ତୋ ପାଖରେ जन्नत ମୋର
ତୋ ପାଖେ ହିଁ मन्नत ମୋର
ତୋଠୁ ଆରମ୍ଭ, ତୋଠି ଶେଷ, ଗପ ମୋ ପ୍ରେମର
ଆଜି ଏଇ ପ୍ରେମ ମୋର ଗୋଟେ ଛୋଟ ପିଲାଟିଏ
ଜିଦ୍ଦି କରେ ତୋ ପାଖରେ, ଖାଲି ରାତି ଦିନ ଚାହେଁ
ହୁଁ, ଯେଉଁଦିନୁ ପ୍ରେମ ତୋର ହେଲା ଭାରି ଅଝଟିଆ
ଆଉ ରହିହୁଏ ନାହିଁ ତତେ ଛାଡି ଏକୁଟିଆ

ଆଜି ସେଇ आदत ମୋର
ମାଗେ ଖାଲି मदद ତୋର
କହ ତୁ କି ନାଁ ଦେବି ଆମ ସମ୍ପର୍କର

କହେ ଏଇ ମନ ତା ନାଁ ଜୀବନ
ସବୁ ଜନମକୁ ତୁ ମୋର

ତୋ ପାଖରେ जन्नत ମୋର
ତୋ ପାଖେ ହିଁ मन्नत ମୋର
ତୋଠୁ ଆରମ୍ଭ, ତୋଠି ଶେଷ, ଗପ ମୋ ପ୍ରେମର

Download lagu Abhijeet Majumdar, Swayam Padhi, Rajnandini Panda - To Pakhare Jannat Moro (From "Biswanath") (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.

Bagikan lagu ini:

Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.

Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.

Sebaliknya, jika kamu menyukai lagu Abhijeet Majumdar, Swayam Padhi, Rajnandini PandaTo Pakhare Jannat Moro (From "Biswanath"), kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Abhijeet Majumdar, Swayam Padhi, Rajnandini Panda dengan menonton konser, subscribe channel YouTube resminya, serta mengikuti akun media sosialnya.

Lagu Lainnya Dari Abhijeet Majumdar

Anda Mungkin Tertarik