Artis | Amrita Nayak, Satyajeet Pradhan , Nabs & Saroj |
---|---|
Album | To Aakhi Mo Aaina (From "Gupchup") |
Dilihat | 16M |
Tanggal Rilis | 9 Juni 2022 |
Durasi | 4:31 |
Unduh lagu favoritmu dari Amrita Nayak, Satyajeet Pradhan , Nabs & Saroj berjudul To Aakhi Mo Aaina (From "Gupchup") hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.
ସୁନେଲି ସୁନେଲି ଖରା ତୋ ମୁହଁ ସାରା କେବେ ଦିଶୁ ଗୋଲାପୀ ତୁ, କେବେ ଦିଶୁ ଗୋରା ତୋ ଓଠରୁ ଝରି ପଡ଼େ ହସ ଚୁନାଚୁନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ମୋତେ ତ ଉଡ଼େଇ ନିଏ ପବନ-ଝୁଲଣା ଫୁଲ ତ ପିନ୍ଧେଇ ଦିଏ ମୋ ଦେହେ ଗହଣା ତୁମେ ମୋର ପାଖେ ଥିଲେ, କିଛି ମୁଁ ଚାହେଁନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ଯେତେ ମୁଁ ଜାଣିଛି ତତେ ସେତିକି ଟାଣୁଛୁ ମୋତେ ହାତରେ ଧରିଛୁ ସତେ ରେଶମୀ ଡ଼ୋରି ଦୋଷ ନୁହେଁ ଏକା ମୋର ତୁମେବି ତ ଯାଦୁଗର ତୁମେ ତ କରିଛ ମୋତେ ମୋ ପାଖୁ ଚୋରି ସବୁକିଛି ଉଠେ ଜିଇଁ, ତୁମେ ଦେଲେ ଛୁଇଁ ପତର ସବୁଜ ହୁଏ, ଭରି ଯାଏ ନଈ ବନେ ବନେ ନାଚି ଯାଏ, ମୋ ମନ ମଇନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ଫୁଲର ଖବର ନେଇ, ପବନ ଯାଉଛି ବୋହି ତା ମନର ମହୁମାଛି ଡ଼ାକିବା ପାଇଁ ମୁଁ ବି ବସିଛି ଏଠି, ତୋ ଚାହାଣି ଚୋରା ଚିଠି ମୋ ଦୁଇ ହାତରେ ଧରି ପଢ଼ିବା ପାଇଁ ତୁମେ ଦେଲେ ଛୁଇଁ ଲାଗେ ଭଲ ଖାଲି ଭଲ କଥା କହେ ଫୁଲଗଛ, ହସିଦିଏ ଫୁଲ ଖାଲି-ଖାଲି ଲାଗେ ଏଠି ସବୁ ତୁମ ବିନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ହୋ, ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା ତୋ ଆଖି ମୋ ଅଇନା
Download lagu Amrita Nayak, Satyajeet Pradhan , Nabs & Saroj - To Aakhi Mo Aaina (From "Gupchup") (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.
Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.
Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.
Sebaliknya, jika kamu menyukai lagu Amrita Nayak, Satyajeet Pradhan , Nabs & Saroj – To Aakhi Mo Aaina (From "Gupchup"), kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Amrita Nayak, Satyajeet Pradhan , Nabs & Saroj dengan menonton konser, subscribe channel YouTube resminya, serta mengikuti akun media sosialnya.