Download Lagu Manas Pritam, Antara Chakrabarty - Are Mo Jibanaku Aa

Are Mo Jibanaku Aa
ArtisManas Pritam, Antara Chakrabarty
AlbumRadha Krishna Dhun
Dilihat311K
Tanggal Rilis3 Desember 2024
Durasi3:49

Unduh lagu favoritmu dari Manas Pritam, Antara Chakrabarty berjudul Are Mo Jibanaku Aa hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.

Lirik Are Mo Jibanaku Aa

ଫଗୁଣରେ ଆସିବୁ ତ ରଙ୍ଗ ନେଇ ଆ
ଶ୍ରାବଣରେ ଆସିବୁ ତ ମେଘ ନେଇ ଆ

ଆ ରେ, ଆ ରେ ମୋ ଜୀବନକୁ ଆ
ତୁ ଆ ରେ, ଆ ରେ ମୋ ଦୁନିଆକୁ ଆ

ଶୁନ୍-ଶୁନ୍-ଶୁନ୍ କହୁଛି ତତେ
ଚୋରେଇ ନେଇଯା ମତେ
ଭଲ ମୁଁ ପାଉଛି ଯେତେ, ଭଲ ପାଉଥା

ସପନରୁ ଓହ୍ଲେଇ ତୁ ସତ ହେଇ ଆ
ଭାବନାରୁ ଓହ୍ଲେଇ ତୁ ମୋ ସାମ୍ନାରେ ଆ

ଆ ରେ, ଆ ରେ ମୋ ଜୀବନକୁ ଆ
ତୁ ଆ ରେ, ଆ ରେ ମୋ ଦୁନିଆକୁ ଆ
ଫୁଲର ମହକ ପରି କରିନେ ହୃଦୟ ଚୋରି
ଭଲଠାରୁ ବେଶି ଭଲପାଏ ତତେ ପାଗଳଟେ ପରି
ପାଗଳ ପବନ ପରି ମତେ ତୁ ରହିଥା ଘେରି
ନିଶ୍ୱାସ ହେଲେ ତୁ ନିଶ୍ୱାସ ହେବି ମୁଁ, ଯିବୁ ନାହିଁ ଫେରି

ଚୁପ୍-ଚୁପ୍-ଚୁପ୍ କହୁଛି ମନ
ତୁ ମୋର ପ୍ରଥମ ପ୍ରେମ
ପ୍ରେମର ଠିକଣା ହେଇ ବାଟ ହେଇ ଆ

ଖରାରେ ତୁ ଆସିବୁ ତ ଛାଇ ହେଇ ଆ
ଶୋଷରେ ତୁ ଆସିବୁ ତ ନଈ ହେଇ ଆ

ଆ ରେ, ଆ ରେ ମୋ ଜୀବନକୁ ଆ
ତୁ ଆ ରେ, ଆ ରେ ମୋ ଦୁନିଆକୁ ଆ
ହଁ, ମନରେ ଝରକା ନାହିଁ, ରଖିଛି ଖୋଲା ତୋ ପାଇଁ
କାହିଁ କେତେ ରାତି ଅନିଦ୍ରା ଅଛି ମୁଁ, ବାଟ ତୋର ଚାହିଁ
ହୋ, ଆଖିରେ ପଲକ ନାହିଁ, କେବଳ ତୋରି ପାଇଁ
ପଲକ ପଡିଲେ ଜାଣି ପାରିବିନି ଆସିଲୁ କି ନାହିଁ

ଗୁନ୍-ଗୁନ୍-ଗୁନ୍ ହୃଦୟ ମୋର, ତୁ ମୋର ପ୍ରେମର ସୁର
ସେ ପ୍ରେମ ସୁରରେ ମୋର ଗୀତ ହେଇଯା

ସକାଳେ ତୁ ଆସିବୁ ତ ଫୁଲ ହେଇ ଆ
ରାତିରେ ତୁ ଆସିବୁ ତ ଜହ୍ନ ହେଇ ଆ

ଆ ରେ, ଆ ରେ ମୋ ଜୀବନକୁ ଆ
ତୁ ଆ ରେ, ଆ ରେ ମୋ ଦୁନିଆକୁ ଆ

Download lagu Manas Pritam, Antara Chakrabarty - Are Mo Jibanaku Aa (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.

Bagikan lagu ini:

Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.

Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.

Sebaliknya, jika kamu menyukai lagu Manas Pritam, Antara ChakrabartyAre Mo Jibanaku Aa, kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Manas Pritam, Antara Chakrabarty dengan menonton konser, subscribe channel YouTube resminya, serta mengikuti akun media sosialnya.

Lagu Lainnya Dari Manas Pritam

Anda Mungkin Tertarik