Download Lagu Bunty R Samal, Aseema Panda, Kuldeep Pattanaik, Gaurav Anand - Dhulia Janda (From "Malyagiri")

Dhulia Janda (From "Malyagiri")
ArtisBunty R Samal, Aseema Panda, Kuldeep Pattanaik, Gaurav Anand
AlbumDhulia Janda (From "Malyagiri")
Dilihat35M
Tanggal Rilis13 Oktober 2023
Durasi5:00

Unduh lagu favoritmu dari Bunty R Samal, Aseema Panda, Kuldeep Pattanaik, Gaurav Anand berjudul Dhulia Janda (From "Malyagiri") hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.

Lirik Dhulia Janda (From "Malyagiri")

(ବାବଲା ଯାଇ ଫଟାଫଟ୍ ଛେକେ ଜଗିଛେ)
(ଟୋକିଲ୍ ତୋର ନାଇଁ ଆସେ, କେତେ ସଜ ହଉଛେ?)
(ବାବଲା ମନ ତରତର, ବଡ ରସିକ)
(ଚିକ୍-ଚିକିଆ ଜାମା ସାଙ୍ଗେ ଦେଖ୍ ତାର ଚମକ)
(ଆରେ ଥପାଥପ୍ ଗାଁର୍ ମୋଡରୁ ଚାଲି ଆସେ ତାର ଠୁକଲି)
(ଯାତ୍ରା ଦେଖେଇ ନବ ବୋଲି ତାର୍ ମନରେ କେତେ ଖୁଜଲି)
(ଦେ ଜାଳି ଦେ)
ମୁଇଁ ଛଇ ଛନକୀ, ମହୁଲ କଷି
ନୂଆ ଧାଙ୍ଗିରୀ, ସୁନ୍ଦରୀ ମେନକା
କାଲି ଯାତରା ଠାନେ ହଜିଗଲା ମୋର୍
ନାକର ନୋଥ, କାନର ଝୁମକା

ସାହୁ ଘର ବଡ ପୁଅ ସତେ ଭାରି ରସିଆ
ଡାକି ନେଇ ଘିନିଦେଲା ହଳେ ସୁନା ଫାସିଆ

ତାର୍ ପାସେ ମୋର ମନ ଲାଖି ଗଲା
କିସ କହିବି ରେ ବାକି ଯାହା ହେଲା
ଚୋରା ପୀରତି ଅଡୁଆ ଧନ୍ଦା

ଧିନ୍-ତା ଧିଧି-ଧିଧିନ୍-ତା
ଧିନ୍-ତା ଧିଧି-ଧିଧିନ୍-ତା
ରସିଆ ପିଲାଟା ଧୂଳିଆ ଜନ୍ଦା
ଧିନ୍-ତା ଧିଧି-ଧିଧିନ୍-ତା
ଧିନ୍-ତା ଧିଧି-ଧିଧିନ୍-ତା
ରସିଆ ପିଲାଟା ଧୂଳିଆ ଜନ୍ଦା

(ଯାକ୍-ଯା-ଯୀଯାକ୍-ଯୀଯାକ୍-ଯା)
(ଯାକ୍-ଯା-ଯୀଯାକ୍-ଯୀଯାକ୍-ଯା)
(ଯାକ୍-ଯା-ଯୀଯାକ୍-ଯୀଯାକ୍-ଯା)
(ଯାକ୍-ଯା-ଯୀଯାକ୍-ଯୀଯାକ୍-ଯା)
(ଯୀକ୍-ଯା-ଯୀକ୍-ଯା-ଯୀକ୍-ଯା)
(ଯୀଯାକ୍-ଯାଯୀକା-ଯାଯୀକା-ଯୀଯା)
ଦେଇ ମିଠା ପାନ ନେଲା ମୋର ମନ
ନଇଁ ଯାଏ ଲାଜରେ ମଥା
୧୬ ବୟସି ମୁଇଁ ରାତିସାରା ବସି
ଭାବେ ଖାଲି ତା' କଥା, ତା' କଥା, ତା' କଥା

ଆମ ଆଡେ ଟିକେ ଅନା, ଆଲୋ ସଜନା ଛୁଇଁ
କେନେ ତୋର ଘର ଅଛି, ଦେ ଥରେ ତୁ କହି

ଯୋଡ଼ା ବେଣୀ ତୋର ହଲେଇ-ହଲେଇ
କେତେ ଠାଣି ମାରୁ ଆଲୋ ମୋ ଗେଲେଇ?
ଲାଇ ଲବଙ୍ଗ ଫୁଲେଇ ରାଧା

ଧିନ୍-ତା ଧିଧି-ଧିଧିନ୍-ତା
ଧିନ୍-ତା ଧିଧି-ଧିଧିନ୍-ତା
ରସିଆ ପିଲାଟା ଧୂଳିଆ ଜନ୍ଦା
ଧିନ୍-ତା ଧିଧି-ଧିଧିନ୍-ତା
ଧିନ୍-ତା ଧିଧି-ଧିଧିନ୍-ତା
ରସିଆ ପିଲାଟା ଧୂଳିଆ ଜନ୍ଦା

(ପାଇଗଲି ମୋର ଛୁମ୍କୁ ଛୁମା)
(ଉଦୁଉଦୁମା ତାଳ ଗୋଟମା)
(ଦୁଇ ଗାଲେ ଦେବି ଦୁଇଟି ଚୁମା, ଚୁମା ରେ)
(ମହୁଲ ପତର ତିନି ତିନିଟା)
(କୋଉଠି ଥିଲୁ ମୋ ଚୁଇଁମୁଇଁ ଟା?)
(ଦେଇଯା ଲୋ ସୁନା ମୋ ମନଟା, ମନଟା)
ଏତେ ସୁନ୍ଦରୀ ମୁଇଁ କାଇଁ ହେଲି କହ
ଝିଲକୀ ଝିପା ସରଗି ଫୁଲ
ସବୁ ରସିଆ ଲୋ ପିଛା କରି ମତେ
ମାଗୁଛନ୍ତି ଟିକେ ଗେଲ, ଟିକେ ଗେଲ, ଟିକେ ଗେଲ

ଆଲୋ ମୋର ଚୁଟୁକୁ ଚୁଟା ହେଇଯା' ମୋ କନିଆଁ
ସଜ ହବୁ ଦେବି ତୋତେ ଦରପଣ, ପାନିଆଁ

ପିଇବାକୁ ଦେବି ସଲପ ମହୁଲି
କରମା ନାଚିବା ଝୁଲି-ଝୁଲି-ଝୁଲି
ଖାଇତେ ଦେବି ଡୁଙ୍ଗୁରି କନ୍ଦା

ଧିନ୍-ତା ଧିଧି-ଧିଧିନ୍-ତା
ଧିନ୍-ତା ଧିଧି-ଧିଧିନ୍-ତା
ରସିଆ ପିଲାଟା ଧୂଳିଆ ଜନ୍ଦା
ହେ, ଧିନ୍-ତା ଧିଧି-ଧିଧିନ୍-ତା
ଧିନ୍-ତା ଧିଧି-ଧିଧିନ୍-ତା
ମୁଇଁ ରସିଆ ପିଲାଟା ଧୂଳିଆ ଜନ୍ଦା

ଧିନ୍-ଧିନ୍-ତା-ଧିନ୍-ଧିନ୍-ତା
ଧିନ୍-ତା-ଧିନ୍-ଧିନ୍-ତା
ମୁଇଁ ରସିଆ ପିଲାଟା ଧୂଳିଆ ଜନ୍ଦା
ହେ, ଧିନ୍-ତା ଧିଧି-ଧିଧିନ୍-ତା
ଧିନ୍-ତା ଧିଧି-ଧିଧିନ୍-ତା
ରସିଆ ପିଲାଟା ଧୂଳିଆ ଜନ୍ଦା

ଧିନ୍-ଧିନ୍-ଧିନ୍-ଧିଧିନ୍-ତା
ଧିନ୍-ତା-ଧିନ୍-ଧିନ୍-ତା
ମୁଇଁ ରସିଆ ପିଲାଟା ଧୂଳିଆ ଜନ୍ଦା
ହେ, ଧିନ୍-ତା ଧିଧି-ଧିଧିନ୍-ତା
ଧିନ୍-ତା ଧିଧି-ଧିଧିନ୍-ତା
ରସିଆ ପିଲାଟା ଧୂଳିଆ ଜନ୍ଦା

Download lagu Bunty R Samal, Aseema Panda, Kuldeep Pattanaik, Gaurav Anand - Dhulia Janda (From "Malyagiri") (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.

Bagikan lagu ini:

Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.

Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.

Sebaliknya, jika kamu menyukai lagu Bunty R Samal, Aseema Panda, Kuldeep Pattanaik, Gaurav AnandDhulia Janda (From "Malyagiri"), kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Bunty R Samal, Aseema Panda, Kuldeep Pattanaik, Gaurav Anand dengan menonton konser, subscribe channel YouTube resminya, serta mengikuti akun media sosialnya.

Lagu Lainnya Dari Bunty R Samal

Anda Mungkin Tertarik