Artis | Antara Chakraborty, Humane Sagar |
---|---|
Album | Tu Tu Tu Tu Tumaku |
Dilihat | 1.2M |
Tanggal Rilis | 21 Juni 2025 |
Durasi | 4:46 |
Unduh lagu favoritmu dari Antara Chakraborty, Humane Sagar berjudul Tu Tu Tu Tu Tumaku hanya di STAFABANDMP3. Lagu ini tersedia dalam format MP3 dengan kualitas terbaik.
ଦେଖାହେଲା ଯେବେ ତୋ ସାଥେ ପ୍ରଥମଥର ତୁ ମୋର, ଲାଗିଲୁ ତୁ ମୋର ଫେରିଲାନି ତୋ ଆଖିରୁ ଯେବେ ମୋ ନଜର ତୁ ମୋର, ଲାଗିଲୁ ତୁ ମୋର ଲୁଚି-ଛପି ତୁ ଯେବେ ଆସିଲ ଛାତି ତଳେ ମୋ ଗଲୁ ବସି ସେବେଠାରୁ ଲାଗିଲୁ ତୁ ନିଜଠୁ ବି ନିଜର ଦେଖାହେଲା ଯେବେ ତୋ ସାଥେ ପ୍ରଥମଥର ତୁ ମୋର, ଲାଗିଲୁ ତୁ ମୋର ତୁ ମୋର, ଲାଗିଲୁ ତୁ ମୋର ମହୁଠାରୁ ବେଶି ମିଠା ତୋ କଥାରେ ହଜିଯାଏରେ ମୁଁ, ଭିଜିଯାଏରେ ହା, ବର୍ଷାପରି ଛିଟା ଛିଟା ତୋ ଥଟ୍ଟାରେ ମରିଯାଏରେ ମୁଁ, ଝରିଯାଏରେ ଝରିଗଲା ତୋ ହସରୁ ଯେବେ ମୋତି-କାତର ତୁ ମୋର, ଲାଗିଲୁ ତୁ ମୋର ଚୁପି ଚୁପି ତୁ ଯେବେ ଆସି ପଲକରେ ମୋ ଗଲୁ ବସି ସେବେଠାରୁ ଲାଗିଗଲା ରଙ୍ଗ ଛିଟା ପ୍ରେମର ଦେଖାହେଲା ଯେବେ ତୋ ସାଥେ ପ୍ରଥମଥର ତୁ ମୋର, ଲାଗିଲୁ ତୁ ମୋର ତୁ ମୋର, ଲାଗିଲୁ ତୁ ମୋର रफ़्ता-रफ़्ता ତୋ ପ୍ରେମର ନିଶା ଲାଗେ ଭେଦିଯାଏରେ ମୋ ଛାତି, ଭେଦିଯାଏରେ ହୋ, हफ़ता, हफ़्ता ତୋ ପ୍ରେମର ଭାବନାରେ ମଜିରହେରେ ଏ ମନ ମଜିରହେରେ ଭାବନାରେ ଆସି ତୁ ଯେବେ ମନେ ତୋଳିଲୁ ଘର ତୁ ମୋର, ଲାଗିଲୁ ତୁ ମୋର ହସି ହସି ତୁ ଯେବେ ଆସି ଦେଇଗଲୁରେ ଏତେ ଖୁସି ସେବେଠାରୁ ଫୁଲ ପାଇଁ ପାଗଳ ଏ ଭଅଁର ତୁ ମୋର, ଲାଗିଲୁ ତୁ ମୋର ତୁ ମୋର, ଲାଗିଲୁ ତୁ ମୋର ତୁ ମୋର, ଲାଗିଲୁ ତୁ ମୋର ତୁ ମୋର, ଲାଗିଲୁ ତୁ ମୋର
Download lagu Antara Chakraborty, Humane Sagar - Tu Tu Tu Tu Tumaku (MP3) secara gratis dan cepat di STAFABANDMP3. Temukan informasi lengkap tentang lagu ini pada tabel di atas, termasuk lirik, link download, dan detail musik lainnya.
Semua lagu yang tersedia di STAFABANDMP3 berasal dari situs Converter YouTube. STAFABANDMP3 hanya berfungsi sebagai media perantara dengan tujuan untuk memberikan preview lagu.
Jika kamu merasa tidak nyaman atau keberatan lagu ini ditampilkan di STAFABANDMP3, silakan kirim email ke admin@stafabandmp3.org untuk permintaan penghapusan.
Sebaliknya, jika kamu menyukai lagu Antara Chakraborty, Humane Sagar – Tu Tu Tu Tu Tumaku, kami sangat menyarankan untuk mendukung karya asli sang artis dengan membeli kaset, CD resmi, atau dengan cara download dan streaming lagu secara legal di platform resmi. Kamu juga bisa mendukung Antara Chakraborty, Humane Sagar dengan menonton konser, subscribe channel YouTube resminya, serta mengikuti akun media sosialnya.